ନୂଆ ବର୍ଷକୁ ସ୍ବାଗତ କଲେ ଅକଲାଣ୍ଡବାସୀ

ନୂଆ ବର୍ଷକୁ ସ୍ବାଗତ କଲେ ଅକଲାଣ୍ଡବାସୀ । ନ୍ୟୁଜିଲାଣ୍ଡରେ ସରିଛି ୨୦୨୩। ନୂଆ ବର୍ଷକୁ ସ୍ବାଗତ କଲେ ଅକଲାଣ୍ଡବାସୀ ।

ନୂଆ ବର୍ଷକୁ ସ୍ବାଗତ କଲେ ଅକଲାଣ୍ଡବାସୀ । ନ୍ୟୁଜିଲାଣ୍ଡରେ ସରିଛି ୨୦୨୩। ନୂଆ ବର୍ଷକୁ ସ୍ବାଗତ କଲେ ଅକଲାଣ୍ଡବାସୀ । ଆତଶବାଜୀରେ ଝଲସି ଉଠିଛି ଆକାଶ। ସରି ସରି ଆସୁଛି ୨୦୨୩। କିଛି ସ୍ଥାନରେ ବର୍ଷର ଶେଷ ସୂର୍ଯ୍ୟାସ୍ତ ହୋଇ ସାରିଛି। ଏହି ଦୃଶ୍ୟ ଦେଖିବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଭିଡ଼। ସେପଟେ କିଛି ଦେଶରେ ନୂଆ ବର୍ଷ ପାଦ ଥାପି ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.