ନୂଆ ବର୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼, ପରିବାର ସହ ଶୁଭ ମନାସି ଦର୍ଶନ କରୁଛନ୍ତି ଭକ୍ତ
କାକଟପୁର/ଘଟଗାଁ/ଚାନ୍ଦାବାଲି/ବାରିପଦା/କଟକ/ସମ୍ବଲପୁର/ସୁବର୍ଣ୍ଣପୁର/ଟାଙ୍ଗି: ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା । ତେବେ ଏହି ଇଂରାଜୀ ନବବର୍ଷରେ ଭଗବାନଙ୍କ କୃପା ଭିକ୍ଷା…