Below header

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ। କଟକ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାରର ୪ କର୍ମଚାରୀ ନିଲମ୍ବିତ।

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ। କଟକ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାରର ୪ କର୍ମଚାରୀ ନିଲମ୍ବିତ। ରକ୍ତ ଭଣ୍ଡାର ନିର୍ଦ୍ଦେଶକ ୪ଜଣଙ୍କୁ ନିଲମ୍ବିତ କରିଛନ୍ତି। ରୋଗୀଙ୍କୁ A ପଜିଟିଭ ବଦଳରେ B ପଜିଟିଭ ରକ୍ତ ଦିଆଯାଇଥିଲା। ଫଳରେ ହଠାତ୍ ରୋଗୀ ଜଣକ ଗୁରୁତର ହୋଇପଡିଥିଲେ। ତେଣୁ ତୁରନ୍ତ ପ୍ରକ୍ରିୟା ବନ୍ଦ କରି ରକ୍ତ ପରୀକ୍ଷା କରିଥିଲେ ଘରୋଇ ହସପିଟାଲ କର୍ତ୍ତୁପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.