Below header

୪ ହଜାର ବୋତଲ କଫ ସିରଫ ଜବତ, ୬ ଅଭିଯୁକ୍ତ ଗିରଫ

ଵଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ଚଢ଼ାଉ କରି କଫ ସିରପ ଜବତ କରିଛି । ସୋନପୁରରୁ ସମ୍ବଲପୁରକୁ ଵଲାଙ୍ଗିର ଦେଇ ଯାଉଥିବା କଫ ସିରଫ ବୋଝେଇ ଗଡ଼ିଲି ମାଡ଼ି ବସିଛି ଵଲାଙ୍ଗିର ପୋଲିସ ।

ଵଲାଙ୍ଗିର :  ଵଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ଚଢ଼ାଉ କରି କଫ ସିରପ ଜବତ କରିଛି । ସୋନପୁରରୁ ସମ୍ବଲପୁରକୁ ଵଲାଙ୍ଗିର ଦେଇ ଯାଉଥିବା କଫ ସିରଫ ବୋଝେଇ ଗଡ଼ିଲି ମାଡ଼ି ବସିଛି ଵଲାଙ୍ଗିର ପୋଲିସ । ଗାଡିରେ ଥିବା ୪ ହଜାର ବୋତଲ କଫ ସିରଫ ଜବତ କରିବା ସହ ୬ ଅଭିଯୁକ୍ତ ଗିରଫ କରିଛି ପୋଲିସ  । ଏନେଇ ଵଲାଙ୍ଗିର ଏସପି ରିଷିକେଶ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.