Below header
Browsing Tag

cough syrup seized

ବିପୁଳ ପରିମାଣର କଫ ସିରଫ ଜବତ, ବ୍ୟବସାୟୀ ଗିରଫ

କଣ୍ଟାବାଞ୍ଜି : ତୁରେକେଲା ପୋଲିସକୁ ମିଳିଛି ବଡ଼ ସଫଳତା । କଫ ସିରଫ ବ୍ୟବସାୟ କରୁଥିବା ଅଭିଯୋଗରେ ରାମୁଡ ଗାଁର ମକରଣ୍ଡ ଗହୀରକୁ ଗିରଫ କରିବା ସହ ୧୦୪ ବୋତଲ ଓରନେକ୍ସ କଫ ସିରଫ ଜବତ କରିଛି ।  ତୁରେକେଲା ପୋଲିସ ଅଧିକାରୀ ଏକ ଟିମ ଗଠନ କରି ଅନେକ ସ୍ଥାନରେ ଚଢ଼ାଉ କରିଛି । ତୁରେକେଲା…

୪ ହଜାର ବୋତଲ କଫ ସିରଫ ଜବତ, ୬ ଅଭିଯୁକ୍ତ ଗିରଫ

ଵଲାଙ୍ଗିର :  ଵଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ଚଢ଼ାଉ କରି କଫ ସିରପ ଜବତ କରିଛି । ସୋନପୁରରୁ ସମ୍ବଲପୁରକୁ ଵଲାଙ୍ଗିର ଦେଇ ଯାଉଥିବା କଫ ସିରଫ ବୋଝେଇ ଗଡ଼ିଲି ମାଡ଼ି ବସିଛି ଵଲାଙ୍ଗିର ପୋଲିସ । ଗାଡିରେ ଥିବା ୪ ହଜାର ବୋତଲ କଫ ସିରଫ ଜବତ କରିବା ସହ ୬ ଅଭିଯୁକ୍ତ ଗିରଫ କରିଛି ପୋଲିସ  ।…

କରୋନା ବେଳେ କେଉଁ କାମରେ ଆସୁଥିଲା କଫ୍ ସିରପ୍, ୧୪,୪୦୦ ବୋତଲ କଫସିରପ୍ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ପରିମାଣର କଫ ସିରପ୍ ଜବତ । କଣ୍ଟାବାଞ୍ଜି ପୋଲିସ ୧୪,୪୦୦ ବୋତଲ କଫ ସିରପ୍ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ଏକ ଟ୍ରକରେ ଏତେ ପରିମାଣର କଫ ସିରପ୍ ଚଲାଣ ହେଉଥିବା ନେଇ ବଲାଙ୍ଗିର  ପୋଲିସ କୌଣସି ସୂତ୍ରରୁ  ଖବର…

ବଲାଙ୍ଗିରରେ ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ। ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏକ ଟ୍ରକରେ କଫ୍‌ ସିରପ୍‌ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଗାଡିଟି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିବାବେଳେ…

ଝାରସୁଗୁଡ଼ା: ବେଆଇନ କଫ୍ ସିରଫ୍ ଗ୍ୟାଙ୍ଗର ୫ ଗିରଫ, ୧୨ ଶହ ବୋତଲ କଫ୍ ସିରଫ୍ ଜବତ

ଝରାସୁଗୁଡ଼ା(କେନ୍ୟୁଜ୍):  ବେଆଇନ କଫ୍ ସିରଫ୍ ଚାଲାଣ କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କଠାରୁ ୧୨ ଶହ ବୋତଲ କଫ୍ ସିରଫ୍ ଜବତ ହୋଇଛି । ଗତକାଲି ବେହାରାମାଲରେ ଝାରସୁଗୁଡା ପୁଲିସ କୋଭିଡ ଏନଫୋର୍ସମେଣ୍ଟ ଡ୍ୟୁଟରେ ଥିବାବେଳେ ଏକ ବୋଲେରୋରେ ୭ ଜଣ ସମ୍ବଲପୁରକୁ…

କଟକରେ କାମ କରୁଛି କି ନକଲି ସିରପ୍ ବ୍ୟବସାୟର ର‍୍ୟାକେଟ, ବିପୁଳ ପରିମାଣର ବ୍ୟାନ୍ ହୋଇଥିବା କଫ ସିରପ୍ ଜବତ, ଦୁଇ…

କଟକ(କେନ୍ୟୁଜ୍):  ବିପୁଳ ପରିମାଣର କଫ ସିରଫ ଜବତ କଲା ମର୍କତ ନଗର ଥାନା ପୋଲିସ। ଚୌଦ୍ୱାର ଅଞ୍ଚଳରେ ମହଜୁଦ ଥିଲା ଏହି କଫ ସିରଫ। ପାଖାପାଖି ୩୧୩୯ ବୋତଲ କଫ ସିରପ୍ ଜବତ ହୋଇଛି। ଏହି ସବୁ ସିରପ୍ ଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାନ କରାଯାଇଛି ।  ଏହି କଫ ସିରପକୁ ଯୁବକ ଓ ଛାତ୍ରମାନେ…

ବଲାଙ୍ଗିର ସହରରେ ନିଶା ବେପାର, ୧୮ଶହ ବୋତଲ କଫ ସିରପ ଜବତ

ବଲାଙ୍ଗିର(କେନ୍ୟୁଜ ବ୍ୟୁରୋ): ବଲାଙ୍ଗିର ସହରରେ ନିଶା ବେପାର । ୧୮ଶହ ବୋତଲ କଫ ସିରପ ଜବତ କରିଛି ବଲାଙ୍ଗିର ଟାଉନ ପୋଲିସ । ଏହି ଘଟଣାରେ ପୋଲିସ ମାଲପଡାରେ ଚଢାଉ କରି ଜଗବନ୍ଧୁ ମେହେରକୁ ଗିରଫ କରିଛି । ବଲାଙ୍ଗିର ସହରରେ ଜଗବନ୍ଧୁ ମେହେର ଓରଫ ଜଗୁ କଫ ସିରପ ଚୋରା ବେପାର କରୁଥିଲା । ଏଥିରେ…