ବଲାଙ୍ଗିରରେ ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ। ୧୪ ହଜାର ୪ଶହ ବୋତଲ କଫ୍‌ ସିରପ୍‌ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି।

ଏକ ଟ୍ରକରେ କଫ୍‌ ସିରପ୍‌ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଗାଡିଟି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିବାବେଳେ ଧରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.