Below header

କରୋନା ବେଳେ କେଉଁ କାମରେ ଆସୁଥିଲା କଫ୍ ସିରପ୍, ୧୪,୪୦୦ ବୋତଲ କଫସିରପ୍ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ପରିମାଣର କଫ ସିରପ୍ ଜବତ । କଣ୍ଟାବାଞ୍ଜି ପୋଲିସ ୧୪,୪୦୦ ବୋତଲ କଫ ସିରପ୍ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ଏକ ଟ୍ରକରେ ଏତେ ପରିମାଣର କଫ ସିରପ୍ ଚଲାଣ ହେଉଥିବା ନେଇ ବଲାଙ୍ଗିର  ପୋଲିସ କୌଣସି ସୂତ୍ରରୁ  ଖବର ପାଇଥିଲା ।

balangir

ଟ୍ରକଟି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିବା ବେଳେ ପୋଲିସ ଟ୍ରକଟିକୁ ଅଟାଇ ଯାଞ୍ଚ କରିଥିଲା ପରେ ସେଥିରୁ ୧୪.୪୦୦ ବୋତଲ କଫ୍ ସିରପ୍ ଥିବା ଜାଣି  ଟ୍ରକଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.