ବଲାଙ୍ଗିର ସହରରେ ନିଶା ବେପାର, ୧୮ଶହ ବୋତଲ କଫ ସିରପ ଜବତ

ବଲାଙ୍ଗିର(କେନ୍ୟୁଜ ବ୍ୟୁରୋ): ବଲାଙ୍ଗିର ସହରରେ ନିଶା ବେପାର । ୧୮ଶହ ବୋତଲ କଫ ସିରପ ଜବତ କରିଛି ବଲାଙ୍ଗିର ଟାଉନ ପୋଲିସ । ଏହି ଘଟଣାରେ ପୋଲିସ ମାଲପଡାରେ ଚଢାଉ କରି ଜଗବନ୍ଧୁ ମେହେରକୁ ଗିରଫ କରିଛି । ବଲାଙ୍ଗିର ସହରରେ ଜଗବନ୍ଧୁ ମେହେର ଓରଫ ଜଗୁ କଫ ସିରପ ଚୋରା ବେପାର କରୁଥିଲା । ଏଥିରେ ବ୍ୟବହୃତ କାର୍‌କୁ ବି ଜବତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.