Below header

ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୫୨ ଜଣଙ୍କ ମୃତ୍ୟୁ, ଭୂସ୍ଖଳନ ଓ ନଦୀରେ ଭାସିଯାଇ ଯାଇଛି ଜୀବନ

ଭୁବନେଶ୍ବର(କେନ୍ଯୁଜ୍) : ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୫୨ ଜଣଙ୍କ ଜୀବନ ଯାଇଛି । ଭୂସ୍ଖଳନ ଓ ନଦୀରେ ଭାସିଯାଇ ସମସ୍ତଙ୍କ ଜୀବନ ଯାଇଛି । ଆଉ ୧୦ଟି ମୃତ୍ୟୁ ମାମଲାର ଅନୁଧ୍ୟାନ କରାଯାଉଛି । ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

meet୫ ଶହ କୋଟିର ସଡ଼କ ନଷ୍ଟ ହୋଇଥିବା ବେଳେ ୧୩୩ କୋଟି ଟଙ୍କାର ବିଦ୍ୟୁତ୍‌ କ୍ଷତି ହୋଇଛି । ସେହିପରି ୧୫୦କୋଟି ଟଙ୍କାର ଘର ଓ ୨୩୩ କୋଟିର ଚାଷ ନଷ୍ଟ ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ତିତ୍‌ଲି କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ବୈଠକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.