Below header

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୭୩୫୮ କରୋନା ରୋଗୀ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୭୩୫୮ କରୋନା ରୋଗୀ । ଯାହାକୁ ମିଶାଇ ମୋଟ ସଂଖ୍ୟା ୭ ଲକ୍ଷ ୩୯ ହଜାର ୩୭୬ କୁ ବୃଦ୍ଧି ପାଇଛି । ଆଜିର ସଂଖ୍ୟାରୁ କଟକ ଜିଲ୍ଲାରୁ ସର୍ବାଧିକ ୧୦୩୮ ଜଣ ଥିବା ବେଳେ ଖୋର୍ଦ୍ଧାରୁ ଅଛନ୍ତି ୭୨୩ ଜଣ । ଅନୁଗୁଳରୁ ୪୮୨ ଜଣ ଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.