Below header

କେନ୍ଦୁଝର : ଟ୍ରାକ୍ଟର ଧକ୍କାରେ ୮ ବର୍ଷର ନାବାଳକ ମୃତ

କେନ୍ଦୁଝର : ପାଟଣା ଥାନା ବେଲସରେଇ ଗାଁରେ ଅଭାବନୀୟ ଘଟଣା । ଟ୍ରାକ୍ଟର ଧକ୍କାରେ ୮ ବର୍ଷର ନାବାଳକର ମୃତ୍ୟୁ । ମୃତ ନାବାଳକ ହେଲେ ଗାଁର ସୁରେନ ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା । ଖବର ଅନୁସାରେ, ରାସ୍ତାରେ ଯାଉଥିବା ବେଳେ ସାଗରଙ୍କୁ ଏକ ଟ୍ରାକ୍ଟର ଧକା ଦେଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସାହାରପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.