Below header

ଉତ୍ତରପ୍ରଦେଶରେ କାଳବୈଶାଖୀର ତାଣ୍ଡବ, ୧୯ ମୃତ ଓ ୪୮ ଆହତ

ଉତ୍ତର ପ୍ରଦେଶରେ କାଳବୈଶାଖୀର ତାଣ୍ଡବ। ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଏବଂ ବିଜୁଳି କାରଣରୁ ୧୯ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୪୮ ଜଣ ଲୋକ ଆହତ ହୋଇଛନ୍ତି। ଗତକାଲି ରାତିରେ ସହରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବା କାରଣରୁ ଗଛ ଗୁଡିକ ଉପୁଡି ପଡିବା ସହିତ ଘର କାନ୍ଥ ଖସି ପଡିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ବଦ୍ଧିତ ଜିଲ୍ଲାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆଠ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.