ଆଜିଠୁ କମିବ କାଳବୈଶାଖୀ ପ୍ରଭାବ, ୧୨ରୁ ଗରମ, ଗୁଳୁଗୁଳି
ଭୁବନେଶ୍ୱର : ଆଜିଠୁ କମିବ କାଳବୈଶାଖୀ ପ୍ରଭାବ । ୧୨ରୁ ଗରମ, ଗୁଳୁଗୁଳି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଗରମ ଓ ଗୁଳୁଗୁଳିର ପ୍ରଭାବ ବହୁ ଅଧିକ ରହିବ । ୧୪ ଜିଲ୍ଲାରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି…