କାଳ ସାଜିଲା କାଳବୈଶାଖୀ: ମାଟିରେ ମିଶିଲା ଆଜବେଷ୍ଟସ୍ ଘର, ଭାଙ୍ଗିଗଲା ବହୁ ମୂଲ୍ୟବାନ ଗଛ
ଉଦଳା(କେନ୍ୟୁଜ୍): କାଳ ସାଜିଲା କାଳବୈଶାଖୀ । ରାତିରେ ହଠାତ୍ ମାଡ଼ି ଆସିଲା ପ୍ରବଳ ବେଗର ପବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ମାଟିରେ ଶୋଇ ଯାଇଛି ଆଜବେଷ୍ଟସ୍ ଘର । ବହୁ ଲୋକଙ୍କର ଚାଳ ଛପର ଉଡ଼ିଯାଇଛି । ବହୁ ବଡ଼ ବଡ଼…