Below header
Browsing Tag

kalabaisakhi

ଆଉ ଦିନେ ଦୁଇ ଦିନ ପାଇଁ ବଢ଼ିବ ତାତି, ୨୧ରୁ କାଳବୈଶାଖି ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ନିଆଁ ବର୍ଷା । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ୪୪ ଡିଗ୍ରୀ ପାର କରିଛି ରାଜ୍ୟରେ ଦିନର ତାପମାତ୍ରା । ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଉଛି । ବଲାଙ୍ଗିରରେ ୪୪.୩, ଟିଟଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧…

କାଳବୈଶାଖୀ ତାଣ୍ଡବ: ଉଡିଗଲା ୨୦ରୁ ଅଧିକ ଘରର ଛପର

ଆନନ୍ଦପୁର(କେନ୍ୟୁଜ୍): କାଳବୈଶାଖୀ ତାଣ୍ଡବ। ଉଡିଗଲା ୨୦ରୁ ଅଧିକ ଘରର ଛପର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମୁଡ ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ପ୍ରଥମେ ହାଲୁକା ପବନ ସହ ସାମାନ୍ୟ ବର୍ଷା ହୋଇଥିଲା। କିଛି କ୍ଷଣ ପରେ ପବନ ବେଗ…

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କତା ଜାରି !

ଭୁବନେଶ୍ବର(କେନ୍ୟୁଜ୍): ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ…

ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ୩ ମୃତ, ୨ଜଣ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):କାଳବୈଶାଖୀ ତାଣ୍ଡବ । ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରେ ଅସହ୍ୟ ତାତି ହେଉଥିବା ବେଳେ ୯ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ, ଗଜପତି, କନ୍ଧମାଳ,…

କନ୍ଧମାଳ କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। ମହାଶିଙ୍ଘ ଓ ଶୀର୍ତ୍ତିଗୁଡା ପଂଚାୟତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛିି । ଏହାସହ ମହାଶିଙ୍ଘ ପଂଚାୟତର ପୁରୁଣାସାହି, ତେଲି ସାହି,…

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ…

ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ: ଘଡଘଡି ଓ ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଭିଜିଲା ଟ୍ବିନ୍ ସିଟି, ୧୨ ଜିଲ୍ଲାକୁ…

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ । ଭିଜିଲା ଟୁଇନ୍‌ ସିଟି । ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ ବୋହିଛି। ତାତିରୁ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ । ପଶ୍ଚିମ ଓଡ଼ିଶାରୁ ପୂର୍ବ ମୁହାଁ ହୋଇଛି କାଳବୈଶାଖୀ । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ…

ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଉଡିଲା ଜରି

ଟିଟିଲାଗଡ: ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ। ପବନ ସାଙ୍ଗକୁ ଅସରାଏ ବର୍ଷା। ସକାଳ ୯.୩୦ ମିନିଟ୍‌ ସମୟରେ ସଂଧ୍ୟାର ଭ୍ରମ ସୃଷ୍ଟି କରି ମାଡି ଆସିଥିଲା କଳା ବାଦଲ। ପବନର ଗତି ଏତେ ଭୟଙ୍କର ଥିଲା ଯେ, ଗଛ ଲତା ସବୁ ଦୋହଲି ପଡୁଥିଲା। ତୁହାକୁ ତୁହା ବର୍ଷାରେ ତତଲାଗଡର ମାଟି ବେଶ ଥଣ୍ଡା…

ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ବର: ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା। ଏଥିପାଇଁ ୧୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନ୍ଯପଟେ ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମେ ୨୮ରୁ ଜୁନ୍‌ ୩ ମଧ୍ୟରେ କେରଳରେ ମୌସୁମୀ…

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଟ୍ରଫ୍‌ଲାଇନ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା…

ମାଲକାନଗିରି କାଲିମେଳାରେ କାଳ ବୈଶାଖୀ ତାଣ୍ଡବ:ଘଡଘଡି ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳାରେ କାଳ ବୈଶାଖୀ ତାଣ୍ଡବ । ମାଲଭରମ ଗାଁରେ ଗତକାଲି ରାତିରେ ଘଡଘଡି ବର୍ଷାରେ ଭାଙ୍ଗିଛି ଯୋଗୁ ୧୫ରୁ ଅଧିକ ଘର । ସେହିପରି କୋଇକଣ୍ଡା ଗାଁରେ ମଧ୍ୟ ଜଣଙ୍କ ଘର ଭାଙ୍ଗିଯାଇଛି। କିଛି ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ମାଲଭରମର…

ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ଖସିବ ପାରଦ: ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହେବ ବିଜୁଳ, ଘଡଘଡି ସହ ବର୍ଷା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ । ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ । ବିଜୁଳ, ଘଡଘଡି ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା…