Below header

ବରଗଡ଼ : ସରପଞ୍ଚଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ, ଅଭିଯୁକ୍ତ ଗିରଫ

ବରଗଡ଼: ବରପାଲି ବ୍ଲକ ମହଦା ପଞ୍ଚାୟତର ସରପଞ୍ଚଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ନକୁଳ ମାଝୀକୁ ଗିରଫ କରିଛି ବରପାଲି ପୋଲିସ। ସରପଞ୍ଚଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲା ଅଭିଯୁକ୍ତ ।

gun show of baragarh sarpanchଆଜି ଦ୍ୱିପ୍ରହରରେ ମହଦା ସରପଞ୍ଚ ନାରାୟଣ ପ୍ରଧାନଙ୍କୁ ଜଣେ ଦୁର୍ବୃତ୍ତ ମୁଣ୍ଡରେ ବନ୍ଧକ ଲଗାଇବା ସହ ଆକ୍ରମଣ କରିଥିଲେ । ଏହିସମୟରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଦୁର୍ବତ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.