Below header

କୁହୁଡ଼ି ହେଲା କାଳ : ବସ୍-ବାଇକ ଧକ୍କା, ୨ ମୃତ

ବସ୍-ବାଇକ ଧକ୍କା। ଦୁର୍ଘଟଣା ନେଇଛି ୨ ଜୀବନ । ସାଲେପୁର କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି ।

ସାଲେପୁର (କେନ୍ୟୁଜ): ବସ୍-ବାଇକ ଧକ୍କା। ଦୁର୍ଘଟଣା ନେଇଛି ୨ ଜୀବନ । ସାଲେପୁର କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ପଶି ଯାଇଛି ବସ୍ । କେନ୍ଦ୍ରାପଡାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । କୁହୁଡ଼ିରେ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.