Below header

ଖଣ୍ଡଗିରି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ

ଭୁବନେଶ୍ବର: ଖଣ୍ଡଗିରି ଛକ ନିକଟରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ଚାଲିଗଲା ଜଣେ ଯୁବତୀଙ୍କ
ଜୀବନ।

ସୂଚନା ଅନୁଯାୟୀ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁବତୀ ଜଣଙ୍କ ନିଜ ସ୍କୁଟି ସହ ସିଧା ଟ୍ରକ୍ ଚକା ଭିତରକୁ ପଶିଯାଇ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ମୃତଦେହକୁ  ବ୍ଯବଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.