ବିଶ୍ୱର ସବୁଠାରୁ ଲମ୍ବା ବାଳକ ହେବାକୁ ଯାଉଛନ୍ତି ଏହି ଚାଇନା ବୟ, ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ନୂଆଦିଲ୍ଲୀ: ଚାଇନାର ଏହି ଲମ୍ବା ବାଳକ ଏବେ ଚର୍ଚ୍ଚାରେ। ଯାହାଙ୍କ ବୟସ ୧୪, ଆଉ ଉଚ୍ଚତା ୭ ଫୁଟରୁ ଅଧିକ। ଯେକି ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ଲମ୍ବା ବାଳକ ହେବାକୁ ଯାଉଛନ୍ତି । ବିଶ୍ୱରେ ବର୍ତ୍ତମାନ ସବୁଠାରୁ ଲମ୍ବା ବାଳକ ହେବାକୁ ଗିନିଜ୍‌ ଓ୍ଵାଲ୍ଡ ରେକର୍ଡ ପାଇଁ ଆବେଦନ କରାଯାଇଛି ।

china boy going to tallest man of worldଏହି ରେକର୍ଡ ୧୩ରୁ ୧୮ ବର୍ଷ ମଧ୍ୟରେ ବାଳକଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ଚାଇନାର ଏହି ବାଳକଙ୍କ ଆବେଦନକୁ ସମୀକ୍ଷା କରାଯାଉଛି । ଆସନ୍ତା ମାସରେ ଫଳାଫଳ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଜଣେ ୧୬ ବର୍ଷର ବାଳକଙ୍କ ନାଁରେ ଏହି ରେକର୍ଡ ରହିଛି । ତାଙ୍କ ଉଚ୍ଚତା ୭.୧୦ ଫୁଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.