Below header

ବର୍ଷା ଲାଗିଥିବାରୁ ସୁନ୍ଦରଗଡ଼ରେ ଆଜି ସବୁ ସ୍କୁଲ ଛୁଟି

ସୁନ୍ଦରଗଡ଼ରେ ଆଜି ସବୁ ସ୍କୁଲ ଛୁଟି । ଜିଲ୍ଲାରେ ବର୍ଷା ଲାଗିଥିବାରୁ ସମସ୍ତ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । 

ସୁନ୍ଦରଗଡ଼(କେନ୍ୟୁଜ): ସୁନ୍ଦରଗଡ଼ରେ ଆଜି ସବୁ ସ୍କୁଲ ଛୁଟି । ଜିଲ୍ଲାରେ ବର୍ଷା ଲାଗିଥିବାରୁ ସମସ୍ତ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.