Below header

ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ଗାତରେ ପଡିଲା ହାତୀ, ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି

ଗଞ୍ଜାମ(କେନ୍ୟୁଜ୍): ଗାତରେ ପଡିଲା ହାତୀ । ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ପାହାଡିଆ ଜମିରେ ଏକ ହାତୀ ପଡିଯାଇଛି । ଗାଁର ଜଙ୍ଗଲ ପାହାଡ ନିକଟରେ ଥିବା ଜମି ନିକଟକୁ ଗତକାଲି ସଂଧ୍ୟାରେ ଆସିଥିଲେ ହାତୀ ପଲ । ଫସଲ ଖାଇସାରି ଫେରିବା ବେଳେ ଏକ ଗାତରେ ପଡି ଯାଇଥିଲା । ଏବେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ହାତୀକୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଜେସିପି ଦ୍ୱାରା ହାତୀ ବାହାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.