Below header

ଆନ୍ଦୋଳନରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌

ଭୁବନେଶ୍ୱର(କେନ୍ୟୁଜ୍) : ଆନ୍ଦୋଳନରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ । ବିଭିନ୍ନ ଦାବି ନେଇ ଗତ ୨୬ ତାରିଖରୁ ଏମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି । ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି କର୍ମୀ ପାଳି କରି ଆନ୍ଦୋଳନ କରୁଛନ୍ତି । ଆଜି ରାୟଗଡା ଜିଲ୍ଲାରୁ ଆସିଥିବା ଶହଶହ କର୍ମୀ ଆନ୍ଦୋଳନ କରିଛନ୍ତି । ସରକାର କର୍ମଚାରୀ ମାନ୍ୟତା, ସର୍ବନିମ୍ନ ଦରମା ୧୮ ହଜାର, ସହାୟିକା ମାନଙ୍କୁ ୮ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.