Below header

ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ, ପୁଣି ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ

ପୁଣି ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର କୋଇଡା ରେଞ୍ଜ ଓରାଘାଟ ଗାଁ ପାରମସାହିରେ ପଡି ରହିଛି ଦନ୍ତା ହାତୀର ମୃତଦେହ ।

ବଣାଇ : ପୁଣି ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର କୋଇଡା ରେଞ୍ଜ ଓରାଘାଟ ଗାଁ ପାରମସାହିରେ ପଡି ରହିଛି ଦନ୍ତା ହାତୀର ମୃତଦେହ । ହାତୀକୁ କେହି ମାରି ଦେଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିତଦନ୍ତ କରୁଛନ୍ତି । ଦୁଇ ବର୍ଷ ପୂର୍ବରୁ ସମାନ ସ୍ଥାନରେ ସନ୍ଦେହଜନକ ଭାବରେ ମିଳିଥିଲା ଏକ ଦନ୍ତା ହାତୀର ମୃତ ଦେହ । କିଛି ବର୍ଷରେ କୋଇଡା ରେଞ୍ଜରେ ଗଲାଣି ଚାରି ହାତୀଙ୍କ ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.