Below header

ପଥର କ୍ୱାରୀରେ ବେଆଇନ ବିସ୍ଫୋରଣ ଘଟଣା, ୬ ଜଣଙ୍କୁ ଗିରଫ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର(କେନ୍ୟୁଜ୍): ପଥର କ୍ୱାରୀରେ ବେଆଇନ ବିସ୍ଫୋରଣ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ । ତାରାସିଂ ଥାନା ସମ୍ବରବନ୍ଧ ଗାଁ ନିକଟ ପଥରକ୍ୱାରୀରେ ବେଆଇନ୍‌ ପଥର ଫଟା ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଏହି ଘଟଣାରେ ପଥରକ୍ୱାରୀ ମାଲିକ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୧୭୫ ଡିଟୋନେଟର, ଗୋଟିଏ ଟ୍ରାକ୍ଟର, ଏବଂ ପାହଡ଼ ବିସ୍ଫୋରଣ କରିବା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.