Below header

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବ୍ରିଟିଶ ଅମଳର ପୁୁରାତନ ବିଦ୍ୟୁତ୍ ଜେନେରେଟର ଉଦ୍ଧାର

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବ୍ରିଟିଶ ଅମଳର ପୁୁରାତନ ବିଦ୍ୟୁତ୍ ଜେନେରେଟର ଉଦ୍ଧାର। ଗୋଟିଏ ପରିତ୍ୟକ୍ତ ଘରେ ଏହା ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ଶତାଧିକ ବର୍ଷ ଧରି ପଡିିରହିଥିଲା। ଗ୍ରୀଡ କର୍ପୋରେସନର ଏହି କୋଠାରୁ ବ୍ରିଟିଶ ଅମଳରେ ପୁରୀକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଅନୁମାନ କରାଯାଉଛି। ଏହି ଘରେ ବିଦ୍ୟୁତ ଯୋଗାଣ ପାଇଁ ଚକଲଗା ଜେନେରେଟର ସହ ଅନେକ ପୁରୁଣା ମେସିନ ମଧ୍ୟ ରହିଛି। ଏହି ମେସିନଗୁଡିକ ମଧ୍ୟରୁ କେତେକ ବ୍ରିଟିଶ ଇଣ୍ଡିଆ ଇଲେକ୍ଟ୍ରିକ୍‌ କନଷ୍ଟ୍ରକ୍‌ସନର ହୋଇଥିବା ବେଳେ ଅନ୍ୟ କେତେକ ଥମ୍‌ସନ୍‌ ହଟ୍‌ନ କଂପାନୀର ରହିଛି। ଏହି ମେସିନ ଓ ଜେନେରେଟର ସେଟରୁ ପୁରୀ ସହରକୁ ଏଠାରୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଐତିହାସିକମାନେ ମତ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.