Below header

ଭିଜିଲାନ୍ସ ଜାଲରେ ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏକ୍ସୟୁକ୍ୟୁଟିଭ ଏଞ୍ଜିନିଅର, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଭିଜିଲାନ୍ସ ଜାଲରେ ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏକ୍ସୟୁକ୍ୟୁଟିଭ ଏଞ୍ଜିନିଅର ସମୀର ଠାକୁର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ର ଚଢାଉ । ଏକ କାଳୀନ ଭାବନୀପାଟଣା ର ୪ଟି ସ୍ଥାନ ରେ ଚାଲିଛି ରେଡ। ଭବାନୀପାଟଣା ମୁନିସିପାଲିଟି ଅଫିସ, ମହାବୀର ପଡା ତାଙ୍କ ବାସଭବନ, ବଜାର ପଡା ବେଙ୍ଗଲୋର ବେକେରି ପାଖ ସ୍ଥିତ ତାଙ୍କ ଭଡାଘର ଓ ତାଙ୍କ ସମ୍ପର୍କୀୟ ଶଳା ଘରେ ରେଡ କରିଛି କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ। ଏଥିରେ ଭବାନୀପାଟଣା ଭିଜିଲାନ୍ସ ଟିମ ମଧ୍ୟ ସାମିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.