Below header

ଆଜି ରାଜଧାନୀ ଭୁବନେଶ୍ୱରରୁ ୩୩୯ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୯୦

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୩୩୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୭ ହଜାର ୨୭୪ ଛୁଇଁଛି ଏହି ସଂଖ୍ୟା । ଯେବେକି ୩୯୦ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ହଜାର ୩୫୩ରେ ପହଂଚିଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସମୟରେ ୧୪୮୯ଟି ଆକ୍ଟିଭ

କେଶ ଥିବା ବେଳେ ୪୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ରିପୋର୍ଟ ଅନୁଯାୟୀ କ୍ଵାରିଣ୍ଟୀନରୁ ୫୦ ଟି କେଶ ଥିବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫୦ଙ୍କ ରିପୋର୍ଟ ପଜିଟିଭ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.