Below header

ବିଏମ୍‌ସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀରେ କିନ୍ନରଙ୍କୁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ଶହେ ଜଣ କିନ୍ନରଙ୍କ ହେବ ଟିକାକରଣ । ବିନା ସ୍ଲଟ୍‌ ବୁକିଂରେ ସ୍ୱତନ୍ତ୍ର ସେସନ୍‌ ଜରିଆରେ ଟିକାକରଣ କରାଯାଉଛି । ୟୁନିଟ୍‌-୯ ବାଳକ ବିଦ୍ୟାଳୟରେ ହୋଇଛି କୋଭିଡ୍‌ ଟିକାକରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.