Below header

କୋରାପୁଟ: ଗାଧୋଇବା ବେଳେ ପୋଖରିରେ ବୁଡି ବାଳକ ମୃତ

କୋରାପୁଟ: ଗାଧୋଇବା ବେଳେ ପୋଖରୀରେ ବୁଡି ବାଳକର ମୃତ୍ୟୁ । କୋରାପୁଟ ଜିଲା ବିସିଂହପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ପାଣି ଭିତରେ ବୁଡି ଯାଇଥିଲେ । ଘର ଲୋକ ତଥା ଗ୍ରାମବାସୀ ମାନେ ତାଙ୍କୁ ଯଥା ସମୟରେ ଡାକ୍ତରଖାନା ନେଇଥିଲେ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.