Below header

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ।  ବାଲେଶ୍ୱରରୁ ଭୂବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଧକ୍କା କରିଛି ଟ୍ରକ। କୁହାଯାଉଛି ଯେ ବସରେ ୩୬ ଜଣ ଯାତ୍ରୀ ଥିଲେ।  ଦୁର୍ଘଟଣାରେ ବସ୍‌ ହେଲଭର ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତୀ ହୋଇଛନ୍ତି। ସେହିପରି ଉଭୟ ବସ୍‌ ଏବଂ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.