Below header

ରସୁଲଗଡ଼ ଓଭର ବ୍ରିଜ୍ ଉପରେ କାରକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ୍, ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୁରା ପରିବାର

ଭୁବନେଶ୍ୱର : କାରକୁ ସାମ୍ନାରୁ ଧକ୍କା ଦେଲା ଟ୍ରକ। ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୁରା ପରିବାର। ଭୁବନେଶ୍ୱର ରସୁଲଗଡ଼ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

କାରଟି ଭାଙ୍ଗିରୁଜି ଯାଇଥିବାବେଳେ କାରରେ ବସିଥିବା ୪ଜଣ ଲୋକ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.