Below header

ନୟାଗଡ଼ ଭାଲିଆଡ଼ିହି ଗ୍ରାମରେ ଶ୍ମଶାନ ଜମିକୁ ନେଇ ବିବାଦ, ୧୫ ଘଣ୍ଟା ଧରି ପଡିରହିଛି ଶବ

ନୟାଗଡ଼: ନୟାଗଡ଼ ଶରଣକୁଳ ଥାନା ଭାଲିଆଡ଼ିହି ଗ୍ରାମରେ ଶ୍ମଶାନ ଜମିକୁ ନେଇ ବିବାଦ। ୧୫ ଘଣ୍ଟା ପଡି ରହିଛି ଶବ। ଦୁଇ ବର୍ଷ ତଳେ ମଧ୍ୟ ଏହି ସମାନ ବିବାଦ ଦେଖାଯାଇଥିଲା ।

ତେବେ ମୃତ ବ୍ୟକ୍ତିଙ୍କ ନାମ ନାଥ ପ୍ରଧାନ। ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ଓଡ଼ଗାଁ ତହସିଲଦାର, ନାୟଗଡ଼ ତହସିଲଦାର ଓ ଶରଣକୁଳ ପୋଲିସ ପହଁଚି ଲୋକଙ୍କୁ ବୁଝା ସୁଝା କରିଥିଲେ, କିନ୍ତୁ ସମାଧାନ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.