Below header

ଖୁସି ଖବର, ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ,ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ(ବ୍ୟୁରୋ): ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ ବ୍ୟକ୍ତି ।  କଳାହାଣ୍ଡିର ଏହି ବ୍ୟକ୍ତିଙ୍କୁ ମିଶାଇ ଓଡ଼ିଶାରେ ସମ୍ପୂର୍ଣ୍ଣ  ୧୩ ଜଣସୁସ୍ଥ ହୋଇଛନ୍ତି । କଳାହାଣ୍ଡିର ବ୍ୟକ୍ତି ଜଣକ ବର୍ତ୍ତମାନ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଅଛନ୍ତି।  ଆଜି ତାଙ୍କ ନମୁନା ନେଗେଟିଭ ଆସିଥିବାରୁ ଟ୍ୱିଟ କରି ଖୁସିବ୍ୟକ୍ତ କରିଛି  ସ୍ୱାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.