Below header

ଧରାପଡ଼ିଲା କଟକରେ ଆତଙ୍କ ସୃଷ୍ଟି କରିଥିବା ସାଇକୋ କିଲର

କଟକ(କେନ୍ୟୁଜ୍): ଧରାପଡ଼ିଲା ସାଇକୋ କିଲର । କଟକରେ ତିନି ତିନି ଜଣଙ୍କୁ ହତ୍ୟା କରି ଆତଙ୍କ ସୃଷ୍ଟି କରିଥିବା ହତ୍ୟାକାରୀ ଶେଷରେ ଧରା ପଡ଼ିଛି। ଅଭିଯୁକ୍ତ ନାରାୟଣ ସାହୁକୁ ଗିରଫ କରିଛି କମିଶନରେଟ ପୋଲିସ । ତା ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁରେ । ଚାରି ପାଞ୍ଚ ମାସ ହେବେ ସେ କଟକରେ ରହୁଥିଲା। ସେ ଗିରଫ ହେବା ପରେ କଟକ ସହରବାସୀ କିଛିଟା ଆଶ୍ୱସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.