Below header

ଅଖାବସ୍ତାରୁ ମିଳିଲା ଗଳିତ ମୃତଦେହ, ହତ୍ୟା ସନ୍ଦେହ; ମିଳିନି ମୃତକଙ୍କ ପରିଚୟ

ବସ୍ତା ଭିତରେ ମୃତଦେହ । ଅଖା ବସ୍ତାରୁ ମିଳିଲା ଗଳିତ ମୃତଦେହ । ଯାଜପୁର ଦୁଦୁରାଅନ୍ତା ପଞ୍ଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହୋଇଛି ମୃତଦେହ ।

ଯାଜପୁର (କେନ୍ୟୁଜ): ବସ୍ତା ଭିତରେ ମୃତଦେହ  । ଅଖା ବସ୍ତାରୁ ମିଳିଲା ଗଳିତ ମୃତଦେହ  । ଯାଜପୁର ଦୁଦୁରାଅନ୍ତା ପଞ୍ଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହୋଇଛି ମୃତଦେହ । ମୃତଦେହଟି କାହାର ସେନେଇ ପରିଚୟ ମିଳିପାରିନାହିଁ  । ଖବର ପାଇ ମଙ୍ଗଳପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.