Below header

ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ କମିଶନରଙ୍କ ସୌଜନ୍ୟ ମୂଳକ ଆଲୋଚନା

ଭୁବନେଶ୍ୱର କମିଶନରେଟ ପୋଲିସର କନଫରେନ୍ସ ହଲରେ ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୌଜନ୍ୟ ମୂଳକ ଆଲୋଚନା କରିଛନ୍ତି । ବରିଷ୍ଠ ନାଗରିକମାନେ ସେମାନଙ୍କ ସମସ୍ୟା ଓ ପୋଲିସର ସହାୟତା ବିଷୟରେ ଆଲୋଚନା କରିଥିଲେ । ପୋଲିସ ସବୁବେଳେ ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପୋଲିସ କମିଶନର କହିଥିଲେ । ସେହିପରି ପଞ୍ଜୀକୃତ ସମସ୍ତ ବରିଷ୍ଠ ନାଗରିକଙ୍କୁ ହ୍ଵାଟ୍ସଆପ୍ ଗ୍ରୁପରେ ଆଡ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.