Below header

ବଡ଼ଓଷା ପୂର୍ବରୁ ବିବାଦ: ଧବଳେଶ୍ବରଙ୍କ ପୀଠରେ ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ପ୍ରଶାସନ ଓ ପୂଜକ ସମିତି

ବଡ଼ଓଷା ପୂର୍ବରୁ ବିବାଦ। ଆସନ୍ତାକାଲି ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ ଓଷା। ହେଲେ ଏହାପୂର୍ବରୁ ମନ୍ଦିରରେ ତାଲା, ଧାରଣାରେ ପୂଜକ। ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବଚସା।

ଆଠଗଡ଼ (କେନ୍ୟୁଜ): ବଡ଼ଓଷା ପୂର୍ବରୁ ବିବାଦ। ଆସନ୍ତାକାଲି ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ ଓଷା। ହେଲେ ଏହାପୂର୍ବରୁ ମନ୍ଦିରରେ ତାଲା, ଧାରଣାରେ ପୂଜକ। ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବଚସା।

ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏହି ସମୟରେ କଥା କଟାକଟି ଓ ବ୍ୟାରିକେଡ ପରିବର୍ତ୍ତନ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ପୂଜକ। ମନ୍ଦିରର ମୁଖ୍ୟ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ପଞ୍ଚୁକ ପାଇଁ ମନ୍ଦିର ବାହାରେ ଛିଡ଼ା ହୋଇଛନ୍ତି ହଜାର ହଜାର ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.