ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ : ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ । ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ । ଉପଦେଷ୍ଟା କମିଟିକୁ ପଠାଗଲା କ୍ୟାବିନେଟ୍ ର ପୂର୍ବ ନିଷ୍ପତ୍ତି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ସେହିପରି ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି । ଆଜି କ୍ୟାବିନେଟ୍ ରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.