Below header

ପୁଣି କୁହୁଡି ସାଜିଲା କାଳ: ଟ୍ରକକୁ ପଛରୁ ପିଟିଲା ଟ୍ରକ , ଡ୍ରାଇଭର ମୃତ

ଭୁବନେଶ୍ବର(କେନ୍ୟୁଜ୍) : ପୁଣି କୁହୁଡି ସାଜିଲା କାଳ। ଟ୍ରକକୁ ପଛରୁ ପିଟିଲା ଟ୍ରକ। ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ୧୬ନଂ ଜାତୀୟ ରାଜପଥ ଯାଆଁଳା ଭୂଆଷୂଣୀ ମନ୍ଦିର ଆଗରେ ଦୁର୍ଘଟଣା ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.