ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌

କେନ୍ୟୁଜ୍ : ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ । ୨୦୨୦ ମସିହା ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ହୋଇପାରନ୍ତି କମ୍‌ଲା ହାରିସ୍‌ । ୫୪ ବର୍ଷୀୟା ସନେଟର ପଞ୍ଚମ ମହିଳା ଡେମୋକ୍ରେଟ ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି । ଏ ନେଇ ସେ ଟ୍ଵିଟରରେ ଭିଡିଓ ପୋଷ୍ଟ କରିଛନ୍ତି । ନ୍ୟାୟ ଓ ସମନତା ପାଇଁ ଳଢେଇ କରୁଥିବା ହାରିସ୍‌ ଆସନ୍ତା ୨୭ ତାରିଖରୁ ଓକଲାଣ୍ଡରୁ ପ୍ରଚାର କରିବେ ।

kmlକାଲିଫର୍ଣ୍ଣିଆ ଆଟର୍ଣ୍ଣି ଜେନେରାଲ ହେବା ପୂର୍ବରୁ କମ୍‌ଲା ୨ ଥର ସାନ୍‌ ଫ୍ରାନ୍‌ସିସ୍କୋର ଜିଲ୍ଲାର ଆଟର୍ଣ୍ଣି ଥିଲେ । ନିର୍ବାଚନ ଜିତିଲେ ପ୍ରଥମ ମହିଳା ରାଷ୍ଟ୍ରପତି ହେବେ । ଉଭୟ ଜାମାଇକା ଏବଂ ଭାରତୀୟ ପ୍ରବାସୀଙ୍କ ପ୍ରବାସୀଙ୍କ କନ୍ୟା ହରିସ୍‌ଙ୍କ ଆମେରିକାରେ ଦବଦବା ରହିଛି । ପୂର୍ବରୁ ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ତୁଲସୀ ଗବାର୍ଡ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଦୈଡରେ ଥିବା ନେଇ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.