Below header

ନକଲି ଆଇଆରଏସ୍ ଅଧିକାରୀ ଗିରଫ

ମୟୂରଭଞ୍ଜ(କେନ୍ଯୁଜ୍) : ମୟୂରଭଞ୍ଜରୁ ନକଲି ଆଇଆରଏସ୍ ଅଧିକାରୀ ଗିରଫ । ଆୟକର ଅଧିକାରୀ କହି ଲୋକଙ୍କୁ ଠକୁଥିବା ଭଦ୍ରକ ତିହିଡ଼ି ଅଞ୍ଚଳର ରଜତ ପଣ୍ଡାଙ୍କୁ ଗିରଫ କରିଛି ବାରିପଦା ଟାଉନ୍‌ ଥାନା ପୋଲିସ । ଫେସବୁକରେ ଆଇଆରଏସ୍‌ ଅଧିକାରୀ ଭାବେ ସତ୍ୟଜିତ ପଣ୍ଡା ପରିଚୟ ଦେଇ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ଠକି ଆସୁଥିଲେ। ପୂର୍ବରୁ ନିଜକୁ ଆଇଏଏସ୍ କହି ଠକୁଥିବା ବେଳେ ମୟୁରଭଞ୍ଜ ଝାରପୋଖରିଆ ପୋଲିସ ତାଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.