Below header

ଭୁବନେଶ୍ୱର ଭରତପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଆହତ ଦନ୍ତା

ଆଖିବୁଜିଲା ଆହତ ଦନ୍ତା । ଭୁବନେଶ୍ୱର ଭରତପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଆଜି ମୃତଦେହ ବ୍ୟବଛେଦ ପାଇଁ OUAT ପଠାଯିବ । ଦନ୍ତା ହାତୀଟି ଖୋର୍ଦ୍ଧା ଅଞ୍ଚଳରୁ ଗୁରୁତର ଅବସ୍ଥାରେ ଭରତପୁର ଜଙ୍ଗଲକୁ ଆସିଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌): ଆଖିବୁଜିଲା ଆହତ ଦନ୍ତା । ଭୁବନେଶ୍ୱର ଭରତପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଆଜି ମୃତଦେହ ବ୍ୟବଛେଦ ପାଇଁ OUAT ପଠାଯିବ । ଦନ୍ତା ହାତୀଟି ଖୋର୍ଦ୍ଧା ଅଞ୍ଚଳରୁ ଗୁରୁତର ଅବସ୍ଥାରେ ଭରତପୁର ଜଙ୍ଗଲକୁ ଆସିଥିଲା ।

ଶିକାରୀ ଶୀକାର ପାଇଁ ଖଞ୍ଜିଥିବା ବୋମା ହାତୀର ପାଟିରେ ଫୁଟିଯାଇଥିଲା । ଏହାପରେ ବନବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ ଚାଲୁଥିବା ସମୟରେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା । ଏହାପରେ ଚିକିତ୍ସା ଲାଗି ଭରତପୁର ଜଙ୍ଗଲକୁ ଅଣାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.