Below header

ପୁରୀରେ ନକଲି ମହାପ୍ରସାଦ ପ୍ରସ୍ତୁତି ନେଇ ଅଭିଯୋଗ

ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା । ପୁରୀ ଲୋକାନଥ ରୋଡ ପାଇକ ସାହି ସାପୁଆ ମଠ ପକ୍ଷରୁ ଏଭଳି ନକଲି ଅବଢ଼ା ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି ।

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା । ପୁରୀ ଲୋକାନଥ ରୋଡ ପାଇକ ସାହି ସାପୁଆ ମଠ ପକ୍ଷରୁ ଏଭଳି ନକଲି ଅବଢ଼ା ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଡାଲି,ଡାଲମା, ଅନ୍ନ,ମିଠା ଡାଲି ପ୍ରସ୍ତୁତ କରି ଏହାକୁ ମହାପ୍ରସାଦ ବୋଲି ଆଖ୍ୟା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.