Browsing Tag

mahaprasad

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ! ଏହି ଭାଇରାଲ ଭିଡିଓକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା

ପୁରୀ (କେନ୍ୟୁଜ୍‌): ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏକ ଦୃଶ୍ୟ । ଏ ଦୃଶ୍ୟ ହେଉଛି ପୁରୀ ଲାଇଟ ହାଉସ ସମୁଦ୍ର କୂଳ ଅଞ୍ଚଳର । ଆପଣମାନେ ଦେଖି ପାରୁଥିବେ କିଛି ଲୋକ ସମୁଦ୍ର କୂଳରେ ବସି ଖାଉଛନ୍ତି । ଆଉ ଯଦି ଟିକେ ଭଲ କରି ଦେଖିବେ ତେବେ ସିଟିଙ୍ଗ ୱାଲ ଉପରେ ଚପଲ ପିନ୍ଧି ବସି କିଛି…

ବନ୍ଦ ରହିବ ଶ୍ରୀମନ୍ଦିର, ହେଲେ ମିଳିବ ମହାପ୍ରସାଦ: ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢା ପାଇଁ କରାଯିବ ସ୍ୱତନ୍ତ୍ର…

ପୁରୀ: ବନ୍ଦ ରହିବ ଦର୍ଶନ, ହେଲେ ମିଳିବ ମହାପ୍ରସାଦ । କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବାରୁ ମେ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରକୁ କେବଳ ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ରହିଛି । ତେବେ ମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇ ପାରିବେ ।…

ଅନଲାଇନ୍‌ ରେ ବେଆଇନ ଭାବେ ବିକ୍ରି ହେଉଛି ମହାପ୍ରସାଦ, ଥାନାରେ ଏତଲା ଦାଏର୍‌ କଲେ ସେବାୟତ

ପୁରୀ(କେନ୍ୟୁଜ୍‌): ପୁଣି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଆଭିଯୋଗ। ଆମାଜନ୍, ପିଣ୍ଟରେଷ୍ଟ ପରେ ସାମ୍ନାକୁ ଆସିଲା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ଆଉ ଏକ ସଂସ୍ଥା। ସେଲ୍ ଭାଇ ନାମକ ଏକ ସଂସ୍ଥା ଅନଲାଇନ୍‌ରେ ନିର୍ମାଲ୍ୟ, ଖଜା, ବଲ୍ଲଭ ଓ ଜଗନ୍ନାଥଙ୍କ ଫଟୋର ଏକ ପ୍ୟାକେଟ୍…

ପୁଣି ମହାପ୍ରଭୁଙ୍କ ମହାପ୍ରସାଦ ଅନଲାଇନରେ ହେଉଛି ବିକ୍ରି, ପିନରେଷ୍ଟ ଅନଲାଇନ୍‌ ସଂସ୍ଥା ନାଁରେ ସେବାୟତ ଦେଲେ ଏତଲା

ପୁରୀ(କେନ୍ୟୁଜ୍):  ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା…

ପୁରୀ: ବରାଦୀ ଅବଢ଼ା ଉପରୁ ଉଠିଲା କଟକଣା, ଏବେ ଅର୍ଡର ଦେଇ ପାଇପାରିବେ ମହାପ୍ରସାଦ

ପୁରୀ: ପୁରୀରେ ସ୍ୱାଭାବିକ ହେଲା ବରାଦୀ ଅବଢ଼ା। ପୁଣି ଥରେ ଭକ୍ତମାନେ ବରାଦ କରି ମହାପ୍ରସାଦ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ପାଇ ପାରିବେ । କହିରଖିବା ଉଚିତ ହେବକି କୋଭିଡ୍‌-୧୯ ସଂକ୍ରମଣ ପାଇଁ ବରାଦୀ ମହାପ୍ରସାଦ ପରିମାଣ କମ କରାଯାଇଥିଲା। ସାଧାରଣ ଭକ୍ତଙ୍କ ପାଇଁ ସେପ୍‌ଟେମ୍ବର ୭ରୁ ଏହା…

ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ, ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ନିଆଗଲା…

ପୁରୀ: ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ତଥା ନୀତି ସମ୍ପୃକ୍ତ ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ସୁଆର ମହାସୁଆର ନିଯୋଗ…

ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦକୁ ଅସମ୍ମାନ: ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ପଡ଼ିଛି ବିଛେଇ ହୋଇ

ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ। ପୁରୀ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ମହାପ୍ରସାଦ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସଂଖ୍ୟାରେ ତାଳପତ୍ର ଭୋଗେଇରେ ଥିବା ଶୁଖିଲା ମହାପ୍ରସାଦ ଏଣେତେଣେ ବିଛେଇ ହୋଇପଡ଼ିଛି। ଶ୍ରୀମନ୍ଦିର ରୋଷଶାଳା ନିକଟରୁ…

ଏଣିକି ହୋର୍ଡିଂରେ ଲାଗିବ ମହାପ୍ରସାଦ ମୂଲ୍ୟ

ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶରୁ ୯ଟି ପାଳନ ନେଇ ସହମତି ପ୍ରକାଶ ପାଇଛି । ଅନ୍ୟ ୩ଟି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କୁ ଅନୁରୋଧ କରାଯିବ । ସେବାୟତଙ୍କ ବଂଶାନୁକ୍ରମିକ ନିଯୁକ୍ତି…