Below header

ପୁଅର ମାଡ଼ ଯୋଗୁ ହୃଦଘାତରେ ବାପାଙ୍କ ମୃତ୍ୟୁ

ପୁଅର ମାଡ଼ ଯୋଗୁ ହୃଦଘାତରେ ବାପାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧୀନରେ ଦେଖିବାକୁ ମିଳିଛି ।

ବାଲେଶ୍ଵର : ପୁଅର ମାଡ଼ ଯୋଗୁ ହୃଦଘାତରେ ବାପାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧୀନରେ ଦେଖିବାକୁ ମିଳିଛି । ମଦ୍ୟପ ପୁଅ ନିଜ ସ୍ତ୍ରୀକୁ ମାର ଧର କରୁଥିବା ବେଳେ ବାପା ଆକଟ କରିବାକୁ ଯାଇଥିଲେ । ହେଲେ ପୁଅର ମାଡ଼ ଯୋଗୁ ବାପାର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ବାପା ଅମ୍ବିକା ଯାଦବଙ୍କ ମୃତ୍ୟୁ ପରେ ସାନ ପୁଅ ସୁରଜିତ ଯାଦବଙ୍କ ଅଭିଯୋଗ ମୂଳେ ବଡ ପୁଅ ଅମରଜିତ୍ ଯାଦବ ଗିରଫ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.