Below header

ଯାଜପୁର: ଆର.ଏମ.ସି ମାର୍କେଟରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ସହରର ଆର ଏମ ସି ମାର୍କେଟ ନିକଟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଯାଇଛି।

ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତେଲ ବାହାରି ପରିବା-ଟ୍ରେରେ ପ୍ରଥମେ ନିଆଁ ଲାଗି ଯାଇଥିଲା ଓ ପରେ ଏକ ଟ୍ରକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.