Browsing Tag

jajpur fire mishap

ଯାଜପୁର: ଆର.ଏମ.ସି ମାର୍କେଟରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ସହରର ଆର ଏମ ସି ମାର୍କେଟ ନିକଟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତେଲ ବାହାରି ପରିବା-ଟ୍ରେରେ ପ୍ରଥମେ ନିଆଁ ଲାଗି ଯାଇଥିଲା ଓ ପରେ ଏକ ଟ୍ରକରେ ମଧ୍ୟ ନିଆଁ ଲାଗି…

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ୯ ବଖରା ଘର ଭସ୍ମୀଭୂତ

ଯାଜପୁର (କେନ୍ୟୁଜ): ଭୟାବହ ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଜଳିଗଲା ୯ ବଖରା ଘର। ବାସହରା ହେଲେ ପରିବାର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁଶିରିଆ ପଂଚାୟତ ହରିସ୍ଥାନ ସାହିରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ। ନିଆଁ ଲାଗିବାର କାରଣ ସ୍ପଷ୍ଟ…