Below header

ପୁରୀ ସହରକୁ କରାଯାଉଛି ସାନିଟାଇଜ

ପୁରୀ ( କେନ୍ୟୁଜ) : ପୁରୀରେ କାରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପୁରୀ ସହରକୁ ସାନିଟାଇଜେସନ ଆରମ୍ଭ ହୋଇଛି। ସାନିଟାଇଜ ପାଇଁ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି। ପୁରୀର ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଉଛି।

sanitize
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.