Below header

ରାୟଗଡ଼ା: ଭୋଜି ବେଳେ ଅଘଟଣ, ଗ୍ୟାସ ସିଲିଣ୍ଡର ଫାଟି ୩ ଗୁରୁତର

ରାୟଗଡ଼ା: ଗ୍ୟାସ ସିଲିଣ୍ଡର ଫାଟି ୩ ଗୁରୁତର। ରାୟଗଡ଼ା ସହର DFO କଲୋନୀରେ ଭୋଜି ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ଗୁରୁତର ମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ଦଶାହ ଭୋଜି ପାଇଁ ରୋଷେଇ ଚାଲିଥିବାବେଳେ ହତାଠ୍‌ ସିଲିଣ୍ଡରର ପାଇପ୍‌ ଫାଟି ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ସେଠାରେ ଥିବା ତିନି ଜଣ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.