Browsing Tag

gas cylinder blast

ଚା’କରୁଥିବା ବେଳେ ଫାଟିଲା ସିଲିଣ୍ଡର, ମହିଳାଙ୍କ ସମେତ ୩ ପିଲା ମୃତ

ଦେଓରିଆ : ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର । ଫଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଘରେ ଚା’ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡ ଫଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ୩ ପିଲାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଦେଓରିଆରେ ହୃଦୟ ବିଦାରକ ଘଟଣା ଘଟିଛି । ଖବର ମୁତାବକ, ଉତ୍ତରପ୍ରଦେଶ…

ପାକିସ୍ତାନ: କାର୍‌ ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ; ୭ ମୃତ, ୧୪ ଆହତ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପଞ୍ଜାବର ସରଗୋଧା ଜିଲ୍ଲାର ଭଲୱାଲ ତହସିଲସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି। ଏଠାରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏଥିରେ…

ସୀତାମଢ଼ିରେ ଜିଅନ୍ତା ଜଳିଗଲେ ୬ ବର୍ଷର ବାଳିକା ଓ ମୂକବଧୂର ଯୁବକ, ଏକାବେଳେ ବିସ୍ଫୋରଣ ହେଲା ୬ଟି ସିଲିଣ୍ଡର

ବିହାରର ସୀତାମଢ଼ିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲରେ ଏକାବେଳେ ୬ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ୨୨ ନମ୍ବର ଜାତୀୟ ରାଜପଥର ବରିୟାରପୁର ଫୋର୍‌ଲେନ ଚୌକ ନିକଟସ୍ଥ ହୋଟେଲରେ ଏହି ଭୟାବହ…

ଫାଟିଲା ଗ୍ୟାସ୍ ସିଲିଣ୍ଡର: ୪ ଗୁରୁତର, ମେଡିକାଲରେ ଭର୍ତ୍ତି

ରାଉରକେଲା (କେନ୍ୟୁଜ): ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇଛନ୍ତି । ରାଉରକେଲା ରେଳବାଇ କଲୋନୀ ଛୋଟା ପାର୍କ ନିକଟରେ ଘଟିଛି ଏଭଳି ଅଘଟଣ । ୪ଗୁରୁତରଙ୍କୁ IGH ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ତଦନ୍ତ…

ହରିୟାଣା: ପାନିପତ୍‌ରେ ଗ୍ୟାସ୍‌ ସିଲିଣ୍ଡର ଲିକେଜ୍‌ରୁ ଘରେ ଲାଗିଗଲା ନିଆଁ; ଗୋଟିଏ ହିଁ ପରିବାରର ୬ ଜଣଙ୍କ ମୃତ୍ୟୁ

ହରିୟାଣାର ପାନିପତ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ତହସିଲ କ୍ୟାମ୍ପ୍‌ରେ ରାଧା ଫ୍ୟାକ୍ଟ୍ରି ନିକଟସ୍ଥ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ କାରଣରୁ ନିଆଁ ଲାଗି ଯାଇଥିଲା। ସେହି ସମୟରେ ଘର ଭିତରେ ଏକ ଦମ୍ପତି ଏବଂ ସେମାନଙ୍କର ୪ ପିଲା ଥିଲେ। ଦୁର୍ଘଟଣାରେ ପୂରା ପରିବାର ନିଆଁ…

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍: ମହିଳା ମୃତ, ଜଳିଗଲା ଘର

ଯାଜପୁର ରୋଡ ( କେନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହାତୀବାରି ଗ୍ରାମରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହାତୀବାରୀ ଗ୍ରାମର ଅମ୍ବୁଜ ମହାନ୍ତିଙ୍କ ସ୍ତ୍ରୀ ସେବତୀ ବୋଲି ଜଣାପଡିଛି । ସେବତୀ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ସମୟରେ କୌଣସି…

ନଦୀ ମଝିରେ ଅଘଟଣ : ଡଙ୍ଗାରେ ଖାଦ୍ୟ ତିଆରି କରିବା ବେଳେ ଫାଟିଲା ସିଲିଣ୍ଡର, ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ପାଟନା: ବିହାରର ପାଟନାରେ ଖାଇବା ବନାଇବା ସମୟରେ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପାଟନାର ମନେରସ୍ଥିତ ରାମପୁର ପତିଲା ଘାଟରେ ଏକ ଡଙ୍ଗାରେ ଏହି ବିସ୍ଫୋରଣ ଘଟିଛି। Bihar: LPG cylinder blast on boat in Sone river kills…

ଜଳଖିଆ ଦୋକାନରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ, କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ସୋର(କେନ୍ୟୁଜ୍): ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଛକ ନିକଟରେ ଅଘଟଣ । ଜଳଖିଆ ଦୋକାନରେ ଥିବା ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ପାଖରେ ଥିବା ତେଜରାତି ଦୋକାନ ଓ ଏକ ଭେରାଇଟି ଷ୍ଟୋରକୁ ନିଆଁ ବ୍ୟାପିଥିଲା । ନିଆଁ…

ଭୁବନେଶ୍ୱର ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରୋଷେଇ କଲାବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।…

ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଶ୍ରମିକ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର। କ୍ରସରରେ ସିଲିଣ୍ଡର ଫାଟି ତିନି ଶ୍ରମିକ ଗୁରୁତର। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ଏହି ଘଟଣା ଘଟିଛି। ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକ ମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର…

ଖୋର୍ଦ୍ଧା ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଅଘଟଣ: ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର

ଟାଙ୍ଗୀ(କେନ୍ଯୁଜ୍): ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର । ୫ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ଅଘଟଣ । ଗାଁର ଦେବ ପ୍ରଧାନଙ୍କ ଘରେ ଗ୍ୟାସ ଚୁଲା ଲଗାଇବା ବେଳେ ଲିକ୍‌ ହୋଇଥିଲା । ପରେ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ୨ ଜଣ…

ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ: ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ, ଜଣେ ଆହତ

ଜଳେଶ୍ୱର(କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମନୁଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ରୋଷେଇ କରୁଥିବା ବେଳେ ଗ୍ଯାସ ଟାଙ୍କିରେ ନିଆଁ ଲାଗିବା ଯୋଗୁ ୩ ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡିଯିବା ସହ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମନୁଡିହା ଗ୍ରାମର…